ନଭେମ୍ବର ୨୦ତାରିଖ ରାତ୍ରି ୧୧ଟା ୩୯ମିନିଟର ମେସେଜ ଅନୁଯାୟୀ ପ୍ଲାଣ୍ଟସାଇଟ ଥାନା S.I. ସିଦ୍ଧାର୍ଥ ପ୍ରଧାନ ଥାନା କର୍ମଚାରୀଙ୍କ ସହ ଦିନ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂଚନା ପାଇ ରେଲୱେ କଲୋନୀର ଛୋଟା ପାର୍କର ସ୍ପୋର୍ଟ୍ସ କ୍ଲବ ନିକଟରେ ଅଭିଯୁକ୍ତ ପିଗି ଓରଫ ମହମଦ ସୋହାଇଲ, କୌଣସି ଲାଇସେନ୍ସ ନ ଥାଇ ୯ଗ୍ରାମ ୯୪ ମିଲିଗ୍ରାମ ହିରୋଇନ ରଖି ଆର୍ଥିକ ଲାଭ ପାଇଁ ସ୍କୁଲ ଏବଂ କଲେଜ ଯାଉଥିବା ପିଲାଙ୍କ ସମେତ ସାଧାରଣ ଲୋକଙ୍କୁ ବିକ୍ରୟ କରିବା ପାଇଁ ରଖିଥିବା ସହ ଏକ କଲାରଙ୍ଗର ହିରୋ ସ୍ପେଳଣ୍ଡର ମୋଟର ସାଇକେଲ ନମ୍ବର OD 14 AK 7376 ରେ ପରିବହନ କରୁଥିବାରୁ ହିରୋଇନ ଓ ବାଇଜଜବତ