ବଡସାହି: କୁଲକୁଠା ଗାଁରେ ବୁଢାବଳଙ୍ଗନଦୀକୁ ଗାଧୋଇବାକୁ ଯାଇ ପ୍ରୋଖୋର ସ୍ରୋତରେ ଭାସିଯାଇ ଜଣେ ନିଖୋଜ,ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭକଲା ଅଗ୍ନିଶମ ବାହିନୀ
Barsahi, Mayurbhanj | Aug 31, 2025
ବଡ଼ସାହି ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର କୁଲକୁଠା ଗ୍ରାମର ଜନୈକ ବ୍ୟକ୍ତି ଗାଁ ପାଖ ବୁଢାବଳଙ୍ଗ ନଦୀକୁ ରବିବାର ଗାଧୋଇବାକୁ ଯାଇ ନଦୀର...