କୋରେଇ: ଯାଜପୁର ରୋଡ ପୋଲିସ ପକ୍ଷରୁ ସ୍ୱିପର ସାହିରେ ଚଢ଼ାଉ,9ଗ୍ରାମ ବ୍ରାଉନ ସୁଗାର ସହିତ ସ୍କୁଟି ଗାଡି ଜବତ,ଜଣେ ଜଣ ଗିରଫ,କୋର୍ଟ ଚାଲାଣ
Korai, Jajpur | Sep 16, 2025 ଯାଜପୁର ରୋଡ ପୋଲିସ ପକ୍ଷରୁ ସ୍ୱିପର ସାହିରେ ଚଢ଼ାଉ,9ଗ୍ରାମ ବ୍ରାଉନ ସୁଗାର ସହିତ ସ୍କୁଟି ଗାଡି ଜବତ,ଜଣେ ଜଣ ଗିରଫ,କୋର୍ଟ ଚାଲାଣ l ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ମାନେ ସ୍ୱିପରସାହି ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବା ପାଇଁ ସ୍କୁଟି ଗାଡ଼ିରେ ନେଇକି ଆସୁଥୁବାକୁ ଦେଖି ଗିରଫ କରିନେଇଥିଲେ l ଗିରଫ ବ୍ୟକ୍ତି ହେଲେ ବ୍ୟାସନଗର ପୌରାଞ୍ଚଳ ଦାହିସାହି ଅଞ୍ଚଳର ଦୈତାରୀ ମହାକୁଡୁ ବୋଲି ଜଣାପଡିଛି l