ଆନନ୍ଦପୁର , ସଡଙ୍ଗି ଗାଁ ରେ ବୁଲୁଛି ବାଘ ା ଗାଁ ଆଖପାଖରେ ବାଘର ରହିଛି ପାଦଚିହ୍ନ ା ବାଘ ର ଉପସ୍ଥିତିକୁନେଇ ଆତଙ୍କିତ ଗ୍ରାମବାସୀ ା ଖବରପାଇ ଘଟଣା ସ୍ଥଳରେ ପହଁଞ୍ଚିଛି ବନ ବିଭାଗ ା ପାଦଚିହ୍ନ କୁ ଅନୁଧ୍ଯାନ କରିବାପରେ ଦେଖାଦେଇଥିବା ବାଘଟି ଏକ ମହାବଳ ବାଘ ହୋଇଥିବା ସ୍ପଷ୍ଟ ହୋଇଛି ା ପାଦଚିହ୍ନକୁ ଅନୁକରଣକରି ବାଘର ଗତିବିଧି ସମ୍ପର୍କରେ ଅଧିକ ତଥ୍ଯ ସଂଗ୍ରହ କରିବାସହ ବାଘକୁ ଟ୍ରାକିଂ କରୁଛନ୍ତି ବନବିଭାଗ ଟିମ୍ ା