ସମ୍ବଲପୁର ଜ଼ିଲ୍ଲା ବିଜେପି ପକ୍ଷରୁ ଗୋଲବଜ଼ାର ଛକ ନିକଟରେ ଆଜି ବାଣ ଫୁଟାଇ ମିଠା ଖୁଆଇ ଖୁସି ମନାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା 6 ଟା ସମୟରେ ନୂଆପଡା ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ରେ ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁର ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଆଜି ବିଜେପି କର୍ମୀ ମାନେ ଗୋଲବଜ଼ାର ଛକ ରେ ବାଣ ଫୁଟାଇବା ଶହ ଲୋକଙ୍କୁ ମିଠା ବାଣ୍ଟି ଖୁସି ମନାଇଥିଲେ l