କୋରାପୁଟ ସହର: କୋରାପୁଟ ସଦଭାବନା ସଭାଗୃହ ଠାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୀକ୍ଷା କଲେ ରାଜ୍ୟପାଳ
Koraput Town, Koraput | Sep 11, 2025
ଚାରି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଜନ ହିତକର ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ପରେ...