ଆଜି ମାର୍ଚ୍ଚ 12 ତାରିଖ ଗୁରୁବାର ସନ୍ଧ୍ୟା 6 ଟାରେ କରମ ଡିହିରେ ଫ୍ଲାଗ ମାର୍ଚ୍ଚ କରିଛି ସଦର ପୋଲିସ। ଅପରାଧକୁ ରୋକିବା, ଆଇନ ଶୃଙ୍ଖଳାକୁ ବଜାୟ ରଖିବା ଏବଂ ପୋଲିସର ଅବିରାମ ଉପସ୍ଥିତିକୁ ଜାହିର କରିବା ନେଇ ଏହି ଫ୍ଲାଗ ମାର୍ଚ୍ଚ ଜରିଆରେ ସତର୍କ କରିଛି ଲୋକଙ୍କୁ। ଦେଖନ୍ତୁ ପୋଲିସର ସେହି କଡ଼ା ଫ୍ଲାଗ ମାର୍ଚ୍ଚ।