କଣ୍ଟାବାଞ୍ଜି: ଦେଓଗାଁ ଅଞ୍ଚଳ ରୁ ବିପୁଳ ପରିମାଣର ଚୋରି ତେଳ ଜବତ କଲା କଣ୍ଟାବାଞ୍ଜି ପୋଲିସ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଚଟୁଅନକା ଥାନା ଗାଁ ରୁ ବିପୁଳ ପରିମାଣର ତେଳ ଗତ କିଛି ତଳେ ଚୋରି ହୋଇଥିଲା ଏନେଇ ଥାନା ରେ ଲିଖିତ ଅଭିଯୋଗ ଦେଓଗାଁ ଅଞ୍ଚଳ ରୁ ବିପୁଳ ପରିମାଣର ତେଳ ଜବତ କରି ୪ ଜଣ କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି କଣ୍ଟାବାଞ୍ଜି ପୋଲିସ।