ଓଡ଼ିଶା ସାଂସ୍କୃତିକ ସମାଜ ଓ ଗାୟତ୍ରୀ ସନ୍ତୋଷ ଦାତବ୍ୟ ଅନୁଷ୍ଠାନ ଆନୁକୁଲ୍ୟରେ ପିଏମଶ୍ରୀ ଶାସନ ନୋଡାଲ ହାଇସ୍କୁଲ ଠାରେ ଡ. ପରେଶ୍ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱ କରିଥିଲେ l ଉଚ୍ଚ ହେବା ପାଇଁ ନିଜ ଭାଷା, ସଂସ୍କୃତି ତଥା ଇତିହାସକୁ ଅଧ୍ୟୟନ କରି ପରିଚିତ ହେବାକୁ ପଡିବ । ପ୍ରଧାନ ଶିକ୍ଷୟତ୍ରୀ ତାରାବତି ବେହେରା ସ୍ୱାଗତ ବକ୍ତବ୍ୟରେ ଏହି ଅନୁଷ୍ଠାନ ମାନଙ୍କର ଏପରି ମହନୀୟ କାର୍ଯକ୍ରମ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ପାଦକ ଦୀନବନ୍ଧୁ ପଣ୍ଡା ଓଡ଼ିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ତଥା ଆଗାମୀ ପିଢ଼ିକୁ ସଚେତନ କରିବା ପାଇଁ ଏପରି ଆଲୋଚନା ଚକ୍ର ଅନୁଷ୍ଠିତ ହେଉଥିବା ବେଳେ ଟ୍ରଷ୍ଟ