ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ଅଞ୍ଚଳରେ ଅଟୋ ବାଇକ ଧକ୍କା, ମା ଓ ପୁଅ ଆହତ
Sambalpur M, Sambalpur | Sep 10, 2025
ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ଅଞ୍ଚଳରେ ଅଟୋ ବାଇକ ଧକ୍କା, ବାଇକ ଚାଳକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା 5 ଟା ସମୟରେ...