ରାଜଗାଙ୍ଗପୁର: ଜାମବାହାଲ ଛକରୁ ବାଇକ ଚୋରି ଥାନା ରେ ଅଭିଯୋଗ
ବଡ଼ଗାଁ ଥାନା ଅନ୍ତର୍ଗତ ଜାମବାହାଲ ଛକରୁ ତିଲେଇମାଲ ଗ୍ରାମର ପ୍ରମୋଦ ସଏ ଙ୍କର ବାଇକ ତୋରି ହୋଇଛି। ଏହି ବିଷୟରେ ପ୍ରମୋଦ ବଡ଼ଗାଁ ଥାନା ରେ ଅଭିଯୋଗ କରିଛନ୍ତିି। ପ୍ରକାଶ ଯୋଗ୍ୟ ଯେ ପ୍ରମୋଦ ତାଙ୍କର କଳା ରଙ୍ଗର ପେସନ ପ୍ରୋ ବାଇକ କୁ ଛାଡି କାଶବାହାଲ ଯାଇଥିବା ବେଳେ ଏହି ବାଇକ ଚୋରି ହୋଇଛି।