ଭଦ୍ରକ ଗ୍ରାମାଞ୍ଚଳ: ଅପରେସନ ସିନ୍ଦୂର ଓ ଯବାନ ଙ୍କ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ସର୍ଗ ହେଲା ପଥପ୍ରାନ୍ତ ଦେଶାତ୍ମାବୋଧକ ଗୀତ ଆସର
Bhadrak Rural, Bhadrak | Aug 15, 2025
ଭଦ୍ରକ ସହର ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ ଆଇ ଲଭ ଭଦ୍ରକ ନିକଟ ରେ କେତେକ ମେଲୋଡି ସଂସ୍ଥା ଏକଜୁଟ ହୋଇ 79 ତମ ସ୍ୱାଧୀନତା ଦିବସ ଅବସରରେ...