ଧର୍ମଶାଳା: ଟିଣା ଗ୍ରାମର ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି, ଗମନାଗମନ ବାଧାପ୍ରାପ୍ତ #jansamasya
ଯାଜପୁର ଜିଲାରେ ପ୍ରବଳ ବର୍ଷା ଫଳରେ ବିଂଝାରପୁର ବ୍ଲକ ଟିଣା ଗ୍ରାମର ରାସ୍ତା ଉପରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି l ଫଳରେ ଗମନାଗମନ ବାଧା ପ୍ରାପ୍ତ ହୋଇଛି। ଏହି ରାସ୍ତାଟି କିଛି ଦିନ ପୂର୍ବରୁ ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲେ ରାସ୍ତା କଡ଼ରେ ଡ୍ରେନେଜର ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ସ୍କୁଲ କଲେଜ ପିଲା ଯିବା ଆସିବା କରିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି l ସେହିପରି ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ଅନ୍ୟପଟେ ଏହି ବର୍ଷା ପାଣି ରାସ୍ତା