ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷଗୁମୁଡା ରେ ଜିଲ୍ଲା
ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କୋଷଗୁମୁଡା ବ୍ଲକ ଠାରେ ଜିଲ୍ଲା ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଆଜି କୋଷଗୁମୁଡା ରେ ଜିଲ୍ଲା ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଜିଲ୍ଲା ସଭାପତି ସନ୍ତୋଷ ପାତ୍ର, ଜିଲ୍ଲା ସମ୍ପାଦକ ଗଣେଶ ପ୍ରସାଦ ରଣା ଏବଂ ସମସ୍ତ ବ୍ଲକର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ଥିଲେ । ଏହି ବୈଠକରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) କୁ ସରକାର ଦ୍ୱାରା ବାଧ୍ୟତାମୂଳକ କରିବ