ନୂଆପଡା: ନୂଆପଡ଼ା ବିଧାୟକଙ୍କ ଦେହାନ୍ତକୁ ନେଇ ଖରିଆର ରୋଡ ସହରରେ ୨ ଦିନ ବ୍ୟାପି ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କଲେ ଏନଏସି ଅଧ୍ୟକ୍ଷା
Nuapada, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଆଜି ଦେହାନ୍ତକୁ ନେଇ ଖରିଆର ରୋଡ ସହରରେ ଆଞ୍ଚଳିକ ଶୋକ ପାଇଁ ଦୁଇ ଦିନ ବ୍ୟାପୀ ଦୋକାନ ବଜାର...