ପୁରୀ ମ୍ୟୁନିସିପାଲଟି: ଷୋଡଶଦିନାତ୍ମକ ପୂଜା ଅବସରରେ ବାଙ୍କୀ ମୁଁହଣା ରାମଚଣ୍ଡୀ ଙ୍କ ପୀଠ ରେ ମା ଙ୍କ ବୈଷ୍ଣବୀ ବେଶ ଅନୁଷ୍ଠିତ ହୋଇଛି l
Puri M, Puri | Sep 15, 2025 ଷୋଡଶ ଦିନାତ୍ମକ ପୂଜା ଅବସରରେ ବାଙ୍କୀ ମୁଁହଣା ରାମଚଣ୍ଡୀ ଙ୍କ ପୀଠ ରେ ମା ଙ୍କ ବୈଷ୍ଣବୀ ବେଶ ଅନୁଷ୍ଠିତ l ଆଜି ରାତି 8ସମୟରେ ମା ଙ୍କ ବେଶ ଅନୁଷ୍ଠିତ ହୋଇଥିଲା l ଶାରଦୀୟ ପୂଜା ଅବସରରେ ମା ଙ୍କ ପୀଠ ରେ ଷୋଳପୂଜା ଅନୁଷ୍ଠିତ ହେଉଛି l