ଆଜି ଡିସେମ୍ବର 22 ତାରିଖ ଅପରାହ୍ନ 4:45 ରେ ଅଭିଯୁକ୍ତ ସମ୍ଭୁ ଷଣ୍ଢକୁ ଧରୁଆ ଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ବର -249 ରେ କୋର୍ଟ ଚାଲାଣ କରିଛନ୍ତି। ତେବେ ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକିଂ କରି ଆଜି ରାତି ଗୋଟାଏ ସମୟରେ ପୋଲିସ ତାକୁ ଗିରଫ କରିଛନ୍ତି। ଅଭିଯୁକ୍ତ ନାମରେ ସମ୍ପୃକ୍ତ ପୀଡ଼ିତା ଯୁବତୀ ଗତ 2 ତାରିଖ ଦିନ ଧରୁଆ ଡିହି ଥାନାରେ ଲିଖିତ ଅଭିଯୋଗ କରିଥଲେ। ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କୁ ବାଧ୍ୟ କରି ତାଙ୍କ ଆପତ୍ତି ଜନକ ଫଟୋ ଉତ୍ତୋଳନ କରି instagram ପରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ସହ ତାଙ୍କୁ ବ୍ଲାକ ମେଳିଙ୍ଗ କରୁଥିଲା। ଆଜି ଅଭିଯୁକ୍ତ ଶମ୍ଭୁ ଷଣ୍ଢକୁ