ଟିଟିଲାଗଡ: ପୁରୀ-ଅହମ୍ମଦାବାଦ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଟିଟିଲାଗଡ଼ ରେଳ ଷ୍ଟେସନରେ ୩ ଯୁବକଙ୍କୁ ଧରିଲା ରେଳବାଇ ପୋଲିସ, ୩ କେଜି ଗଞ୍ଜେଇ ଜବତ
Titlagarh, Balangir | Aug 24, 2025
ପୁରୀ ଆହାମଦାବାଦ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଆର ପି ଏଫ - ତିନି ଗିରଫ ଟିଟିଲାଗଡ଼ ରେଳ ଷ୍ଟେସନରେ ଆରପିଏଫ ଥାନାଧିକାରୀ...