ଡ଼ିସେମ୍ବର ୨୧ତାରିଖ ସକାଳ ୧୧ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ବିଶ୍ରାଡାହାରରୋଡ଼ ସ୍ଥିତ ଇଣ୍ଡୋଇଂଲିଶ ସ୍କୁଲର ବାର୍ଷିକ ବିଜ୍ଞାନମେଳା କଳ୍ପନା ଚାଉଲା ମାଇନ୍ସ କ୍ଲବ ଦ୍ୱାରା ଡ଼ିସକଭରୀ -୨୦୨୫ ଅନୁଷ୍ଠିତ ହୋଇଯାଇଛି, ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ, ଅଧ୍ୟକ୍ଷ ଡ଼ଃ କେ. ବିଶ୍ୱନାଥ ଓ ସମ୍ପାଦକ କାଞ୍ଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ମେଳାରେ N.I.T. ର ଡିନ ପ୍ରଫେସର ଅଶୋକ କୁମାର ତୁରୁକ ମୁଖ୍ୟ ଅତିଥି ଓ ଉଦିତନଗର P.M. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟR ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି, ସମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଏହି ବିଜ୍ଞାନ