ତେନ୍ତୁଳୀଖୁଣ୍ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ହେବ ପାୱାରକଟ ଟାଟା ପାୱାର କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା ତେନ୍ତୁଳିଖୁଣ୍ଟି, ବ୍ଲକର ପୂଜାରିଗୁଡ଼ା, ଦିଗି, କୁକୁଡ଼ାବାଇ, ଲମତାଗୁଡା, ପରଜବରେଂପଦର୍, ଦେଓପାଲି, ମଞ୍ଚାଗାଁ, ମେଣ୍ଟ୍ରି ଏବଂ ଧଣ୍ଡରା ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ସମସ୍ତ ବିଦ୍ୟୁତ୍ ଉପଭକ୍ତା ମାନଙ୍କର ଆସନ୍ତା କାଲି ଗୁରୁବାର ଦିନ ସକାଳ ୧୦.୦୦ ଘଣ୍ଟିକା ରୁ ସନ୍ଧ୍ୟା ୦୪.୦୦ ଘଣ୍ଟିକା ପାର୍ଯ୍ୟନ୍ତ ବିଦ୍ୟୁତ୍ ସରବର ବନ୍ଦ୍ ରହିବ,ଏନେଇ ଟାଟା ପାୱାର କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଅପରାହ୍ନ 3 ଟାରେ ଡାକ ବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି