ଧର୍ମଶାଳା: ଚୋରମୁହାଁ ଠାରେ ପିର ବାବାଙ୍କ ପବିତ୍ର ପର୍ବରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୋରମୁହାଁ ଗ୍ରାମପଞ୍ଚାୟତ ଠାରେ ମୁସଲମାନ ଭାଇ ଭଉଣୀ ମାନଙ୍କ ଦ୍ଵାରା ପିର ବାବାଙ୍କ ପବିତ୍ର ପର୍ବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ସୋମବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।