ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଝାରସୁଗୁଡା ଗସ୍ତ କୁ ନେଇ ଝାରସୁଗୁଡା ରେ ପ୍ରତିକ୍ରିୟା ଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ଅପରାହ୍ନ ୫ ଟାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ରାଷ୍ଟ୍ରପତି ଙ୍କ କୌଣସି ଅଫିସିଆଲ କାର୍ଯ୍ୟକ୍ରମ ନାହିଁ l ସେ ଝାରସୁଗୁଡା ବିମାନ ବନ୍ଦର କୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ହେଲିକେପ୍ଟର ରେ ଛତିଶଗଡ ଯିବେ ଏବଂ ସେଠାରୁ ଝାରସୁଗୁଡା ଆସି ପୁଣି ପ୍ରତ୍ୟାବର୍ତନ କରିଵେ ବୋଲି ବିଧାୟକ କହିଛନ୍ତି l