କଣ୍ଟାମାଳ: କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ ପ୍ରସ୍ତୁତିର କଲେ ପରିଦର୍ଶନ
Kantamal, Boudh (Bauda) | Sep 11, 2025
ଗୁରୁବାର ସନ୍ଧ୍ୟାରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଗସ୍ତରେ ଯାଇ ଏକ ପେଡ ମା କେ ନାମ୍...