ଧର୍ମଶାଳା: କୋତପୁରରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋତପୁରରେ ବିଜେପି ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି । ଏହି ବିଶେଷ ବୈଠକରେ ଧର୍ମଶାଳାର ବିଜେପି ବିଧାୟୀକା ପର୍ଥିନୀ ସ୍ମୃତିରେଖା ପହି ଯୋଗଦେଇ ସମସ୍ତ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଏହି ବୈଠକରେ ତୃଣମୂଳସ୍ତରରେ ସଙ୍ଗଠନକୁ ଆହୁରି ମଜବୁତ କରିବା ସହିତ ସଙ୍ଗଠିତ ହୋଇ କାର୍ଯ୍ୟ କରିବା ବିଷୟରେ ଆଲୋଚନା ହୋଇଯାଇଛି ।