ଝାରସୁଗୁଡା ଜିଲ୍ଲା ବେଲପାହାଡ ଇଂଲିଶ ମିଡ଼ିଅମ ସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ ହମିଦ୍ କୁମାର ମହାପାତ୍ର ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ ଶିବିରରେ ହେଲେ ମାଷ୍ଟର ଟ୍ରେନର l ଓଡ଼ିଶାର ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଥିବା ବିଦ୍ୟାଳୟ ଗୁଡକର ପ୍ରଧାନ ଶିକ୍ଷକଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଫର ସ୍କୁଲ ଲିଡର ଅକ୍ଟୋବର ୧୩ ରୁ ୧୬ ପର୍ଯ୍ୟନ୍ତ ୧୭ ଗୋଟି ଜିଲାରେ ଅନୁଷ୍ଠିତ ହେଇଛି। ହମିଦ୍ ମହାପାତ୍ରଙ୍କୁ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଏବଂ ଖୋର୍ଦ୍ଧା ଜିଲାର ଦାୟିତ୍ୱ ଦିଆଯାଇଥିଲା। ସେ ଏହି ଜିଲାମାନଙ୍କର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ