ଅବକାରୀ ବିଭାଗ ର ଦୁଇ ପୃଥକ ସ୍ଥାନରେ ଚଢ଼ାଉ ମହୁଲ ପୋଚ ସହ ଦେଶୀ ମଦ ନଷ୍ଟ କଣ୍ଟାମାଲ ଅବକାରୀ ବିଭାଗ ର asi ଙ୍କ ନେତୃତ୍ୱ ରେ ଏକ ଟିମ ଆଜି ଘଣ୍ଟାପଡା ଥାନାର ଦେଉଳି ଜଙ୍ଗଲ ରେ ଚଢ଼ାଉ କରିଥିଲେ ଘଟଣା ସ୍ଥଳରୁ 300kg ମହୁଳ ପୋଚ ନଷ୍ଟ ସହ 10ଲିଟର ଦେଶୀ ମଦ ଜବତ ଠିକ ସେହି ଭଳି ଗିଧାମାଲ ରେ ଚଢ଼ାଉ କରି 6ଲିଟର ଦେଶୀ ମଦ ଜବତ କରାଯାଇଛି I ଥାନା ରେ 2ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା