ନିମାପଡା: ସହିଦ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ସହିଦ ପଡିଆରେ ସହିଦ ଦିବସ ୨୦୨୫ ପାଳିତ,ଯୋଗଦେଲେ ପୁର୍ବତନ ମନ୍ତ୍ରୀ ଓ ବିଧାୟକ
Nimapada, Puri | Sep 16, 2025 ଆଜି ଅପରାହ୍ନ ତିନିଟାରେ ସ୍ଥାନୀୟ ସହିଦ ପଡିଆରେ ନିମାପଡ଼ା ସହୀଦ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ନିମାପଡ଼ା ସହୀଦ ଦିବସ -୨୦୨୫ ପାଳନ ହୋଇଯାଇଅଛି ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ସାମ୍ବାଦିକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟନାୟକ ମହୋଦୟ,ସହୀଦ ସ୍ମୃତି ସଂସଦ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟ,ସହୀଦ ସ୍ମୃତି ସଂସଦ ର ସମ୍ପାଦକ ଶ୍ରୀଯୁକ୍ତ ବେଣୁଧର ସେନାପତି,ନିମାପଡ଼ା ନଗର ଉପାଧକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ,ନିମାପଡ଼ା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ,ଜୀବନାନନ୍ଦ ମହାପାତ୍ର,ପ୍ରଦୀପ୍ତ କୁମାର ଖଟୋଈ,ଅଶୋକ କୁମ