Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ର ରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉଦଯାପିତ

ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ର ରେ ବ୍ଲକ ସ୍ତରୀୟ ଆନ୍ତ ର୍ଜାତିକ ଭିନ୍ନକ୍ଷମ ଦିବସ ଉଦଯାପିତ ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷାକେନ୍ଦ୍ରରେ ଆଜି ଅପରାହ୍ନ୩ଟାରେ ଭଟଲିବ୍ଳକ ସ୍ତରୀୟ ଆନ୍ତ ର୍ଜାତିକ ଭିନ୍ନକ୍ଷମଦିବସ ଉଦଯାପିତ ହୋଇଯାଇଛି।ଭଟଲି ଏବିଇଓ ରିତାରଣୀ ତ୍ରିପାଠୀଙ୍କଅଧ୍ୟକ୍ଷତାରେ ଏକସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାକୁ ବିଆରଟି ହରିବନ୍ଧୁ ଭୋଇ ସଂଯୋଜନା କରିଥିଲେ।ଏଥିରେ ମୁଖ୍ୟଅତିଥିଭାବେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତାଭାବରେ ଭଟଲି ସତିହାରୀ ବାଳିକା ହାଇସ୍କୁଲରପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ଯୋଗ ଦେଇଥିଲେ

MORE NEWS