କଳାହାଣ୍ଡିରୁ ନୂଆପଡ଼ାକୁ ସଂଯୋଗ କରୁଥିବା ତୁର୍କେଲ ବ୍ରିଜ ଦବିବାକୁ ୨ ମାସ ବିତିଲାଣି। ହେଲେ ମରାମତି ପାଇଁ ଏଯାଏଁ ପ୍ରଶାସନ ତରଫରୁ ନିଆଗଲାନି ପଦକ୍ଷେପ। ଏହାକୁ ପ୍ରଦିବାଦ କରି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଅହୋରାତ୍ର ଧାରଣା ଆଜି ସକାଳ 11ଟା ସମୟରେ ଦିଆଯାଇଥିବା ଦେଖିବାକୁ ମିଳିଛି