ଫେବୃଆରୀ ୧ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ମିନିଟରୁ ସଙ୍ଗମ କଳା ଗ୍ରୁପର ୪୧ତମ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ ଅଗ୍ରୱାଲ, ଡ଼. ସୁମନ ଦତ୍ତ, ସମ୍ମାବିତ ଅତିଥି ଭାବେ ଦୀପ ପ୍ରଜ୍ବଳନ କଲେ, ମଞ୍ଚ ସଂଯୋଜନା କାର୍ଯ୍ୟକ୍ରମର ମୁଖ୍ୟ ସୁରେଶ ନନ୍ଦ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମରେ ସର୍ବମୋଟ ୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ,