ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ରେ ଟ୍ରେନିଂ ନେଉ ଥିବା ଜଣେ ଏସ୍ଆଇ ଙ୍କର ମୃତ୍ୟୁ ଘଟିଛି। ମୃତ ଏସ୍ ଆଇ ଜଣ ଙ୍କ ହେଲେ ନୂଆପଡ଼ା ଜିଲ୍ଲାର ରାଜଖରିଆ ଅଞ୍ଚଳ ର ଧନ ସିଂ ମାଝୀ ଙ୍କ ପୁଅ କେଶବ ମାଝୀ (୫୫) । ସୂଚନା ଯେ, ମୃତକ ଏସ୍ ଆଇ କେଶବ ମାଝୀ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ କୁ ୬ ମାସ ପାଇଁ ଟ୍ରେନିଂ ରେ ଆସିଥିଲେ। ତିନି ମାସ ହେବ ଟ୍ରେନିଂ ରେ ରହିଥିଲେ। ପ୍ରତ୍ୟକ ଦିନ ପରି ଆଜି ବି ମଧ୍ୟ ଟ୍ରେନିଂ ପାଇଁ ଯାଇଥିଲେ। ଟ୍ରେନିଂ ସାରି ରୁମ୍ କୁ ଆସିଥିଲେ। ରୁମ୍ ରେ କିଛି ସମୟ ବସିବା ପରେ ଛାତି ରେ ଜନ୍ତ୍ରଣା ଅନୁଭବ କରିଥିଲେ। ଏବଂ ନିକଟରେ ଥିବା ଟ୍ରେନିଂ ସହକର୍ମୀ ମାନଙ୍କୁ ଖବର ଦେଇଥ