ସମ୍ବଲପୁର ମ୍ୟୁନିସିପାଲଟି: ହିରାକୁଦ ଏନଏସି କାର୍ଯ୍ୟାଳୟରେ ଗୃହ ଏବଂ ସହର ଉନ୍ନୟନ ବିଭାଗ,ଲୋକ କଳ୍ୟାଣ ମେଳା ଅନୁଷ୍ଠିତ
ହିରାକୁଦ ଏନ ଏ ସି କାର୍ଯ୍ୟାଳୟରେ ଗୃହ ଏବଂ ସହର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଲୋକ କଳ୍ୟାଣ ମେଳାର ଆଜି ଦିନ ପ୍ରାୟ 11 ଟା ରେ ଆରମ୍ଭ ହୋଇଛି । ଏହି ମେଳାରେ ବ୍ୟାଙ୍କ ପ୍ରତିନିଧି, ଲିଡ୍ ବ୍ୟାଙ୍କ ମ୍ୟାନେଜର, ଶ୍ରମ ଅଧିକାରୀ, ରାସ୍ତା ବ୍ୟବସାୟୀ ଏବଂ ନାଗରିକମାନେ ପ୍ରଧାନମନ୍ତ୍ରୀ ରାସ୍ତା ବ୍ୟବସାୟୀ ଆତ୍ମନିର୍ଭର ନିଧି PMAY, ସହଯୋଗ ଏବଂ PM Vishwakarma ଅଧୀନରେ ଋଣ ବୃଦ୍ଧି ସମ୍ପର୍କରେ ଜଣାଇବା ପାଈଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନେକ ବ୍ୟବସାୟୀ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ସମାନ ପ୍ରକାରର କାର୍ଯ୍ୟକ୍ରମ ସମ୍ବଲପ