ଅନୁଗୋଳ: ବେଣାଗାଡିଆ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ
Anugul, Angul | Sep 17, 2025 ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବେଣାଗାଡ଼ିଆ ଓ ଡେରଜାଙ୍ଗ ସମେତ ୪୯ଟି ଗାଁରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ମାନ- ଏକ୍ ପେଡ୍ ମା’ କେ ନାମ୍ ଅଭିଯାନକୁ ସର୍ମଥନ କରିବା ସହ ମୋଦୀ ଜୀଙ୍କ ଜନ୍ମଦିନ ଅବସରରେ ଜିନ୍ଦଲ ଷ୍ଟିଲର ୪୯ଟି ପାଶ୍ୱବର୍ତୀ ଗାଁ ଗୁଡ଼ିକରେ ଏହି ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ କେବଳ ବେଣାଗାଡ଼ିଆ ଓ ଡେରଜାଙ୍ଗ ଗାଁର ୨୦ ଏକର ଜଙ୍ଗଲ ଜମିରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଗୁଳ ଏଡିଏମ ପ୍ରତାପ ପ