ସ୍ତ୍ରୀ କୁ ଧୋକା ଦେଇ ଅନ୍ୟ ଏକ ସ୍ଥାନରେ ବାହା ହେବାକୁ ଚେଷ୍ଟା କରୁଛି ସ୍ୱାମୀ ଏହିପରି ଅଭିଯୋଗ କରି ଝାରସୁଗୁଡା ଏସପି ଙ୍କ ଦ୍ୱାରସ୍ତ ସ୍ତ୍ରୀ l ବେଲପାହାଡ ଥାନା ଅଂଚଳର ଜଣେ ମହିଳା ଝାରସୁଗୁଡା ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି l ସେ ଆଜି ଅପରାହ୍ନ ପ୍ରାୟ ୩ ଟା ରେ ଝାରସୁଗୁଡା ଏସପି ଙ୍କ କାର୍ଯ୍ୟଳୟକୁ ଆସି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ କୁ ବାହା ହୋଇଥିଲେ ଏବଂ ଉଭୟ ଏକା ସାଙ୍ଗରେ ରହୁଥିଲେ l ହେଲେ ଏବେ ତାଙ୍କ ସ୍ୱାମୀ ଅନ୍ୟତ୍ର ବାହା ହେବାକୁ ଚେଷ୍ଟା କରୁଛନ୍ତି l ତେଣୁ ତାଙ୍କ ପ୍ରତି ହେଉଥିବା ଏହି ଅନ୍ୟାୟ ବିରୋଧ ରେ କାର୍