ତମାଣ୍ଡୋ: ତମାଣ୍ଡୋ ଥାନା ହୁଣ୍ଡାଇ ସୋରୁମ ନିକଟରୁ ୧୩କେଜି ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ ଘଟଣା, ଥାନାରେ ପ୍ରତିକ୍ରିୟା ରଖିଲେ ଏସିପି
Tamando, Khordha | Oct 8, 2024
ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ବତନ୍ତ୍ର ଟୀମ ଥାନା ଅନ୍ତର୍ଗତ ହ୍ୟୁଣ୍ଡାଇ ସୋରୁମ ନିକଟରେ ଅତର୍କିତ ଚଢଉ...