ଚଳିତ ବର୍ଷ ୨ଦିନ ପାଳନ ହେଉଛି ଧନତେରାସ । ଏଥିପାଇଁ ଆଜି ଶନିବାର ଦିନ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ସୁନା ଗହଣା ଦୋକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଢେଙ୍କାନାଳ ସହରରେ ସର୍ବାଧିକ, ଶୁଲଭ ମୂଲ୍ୟରେ ଏବଂ ଅତ୍ୟାଧୁନିକ ଡିଜାଇନିର ଶ୍ରୀଗଣେଶ ଜୁଏଲାରି ଜିଲ୍ଲାବାସୀଙ୍କୁ ସୁନା ଓ ରୁପା ଅଳଙ୍କାଳ ବର୍ଷ ତମାମ ଯୋଗାଇ ଆସୁଛନ୍ତି| ଧନତେରାସ ଉପଲକ୍ଷେ ଆକର୍ଷଣୀୟ ମୂଲ୍ୟରେ ସୁନା ଓ ରୂପା ଅଳଙ୍କାରମାନେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବାରୁ ଶନିବାର ଦିନ ତମାମ ଦୋକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ସନ୍ଧ୍ୟା ୬ଟାରେ ପ୍ରକାଶ କରିଛନ୍ତି |