ଅନୁଗୋଳ: ଭେରୁବଣିଆ ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଆରସିସିଏଫ୍ ସଞ୍ଜୟ କୁମାର ସିଂ
Anugul, Angul | Sep 17, 2025 ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜର ଭେରୁବଣିଆ ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ, ଆରସିସିଏଫ୍, ଅନୁଗୋଳ ଡିଏଫଓ, ଏସିଏଫ୍ ସହିତ ବନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।