ନବରଙ୍ଗପୁର ପୋଲିସ ଷ୍ଟେସନ: ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ତ୍ରୟବାର୍ଷିକି ସମ୍ମିଳନୀ ହୋଟେଲ ରକିସାନ୍ ପ୍ରିମିୟମରେ ଅନୁଷ୍ଠିତ
ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ତ୍ରୟବାର୍ଷିକି ସମ୍ମିଳନୀ ହୋଟେଲ ରକିସାନ୍ ପ୍ରିମିୟମରେ ଅନୁଷ୍ଠିତ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଉକ୍ତ ବୈଠକରେ ସଭାପତିତ୍ବ କରିଥିଲାବେଳେ ଶ୍ରୀ ଗୈରି ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର ଜିଲ୍ଲା ଶାଖା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ମନୋହର ରନ୍ଧାରି ମାନ୍ୟବର ବିଧାୟକ ଡାବୁଗାଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ,