ଓଡ଼ିଶାର ଗୌରବ ଓ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀର ସଂସ୍ଥାପକ ତଥା ମହାନ ବାନ୍ଧ ଶିଳ୍ପୀ ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ମେହେରଙ୍କ ଜୟନ୍ତୀକୁ ଏଣିକି ପ୍ରତିବର୍ଷ 'ବାନ୍ଧ ଦିବସ' ଭାବରେ ପାଳନ କରାଯିବ। ଏନେଇ Abcd Charitable Trust ତରଫରୁ ଆଜି ସାମ୍ବାଦିକ ଭବନରେ ଆୟୋଜିତ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସମ୍ବଲପୁର ଜନସାଧାରଣଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି। କାର୍ଯ୍ୟକ୍ରମରେ ରାଧାଶ୍ୟାମ ମେହେରଙ୍କ ନାତି ପ୍ରଦୀପ ମେହେର, Abcd ଚାରିଟାଵଲେ ଟ୍ରଷ୍ଟ ର ପରାମର୍ଶ ଦାତା ଦୀପକ କୁମାର ପଣ୍ଡା ଏବଂ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ସତନାମୀ ଯୋଗ ଦେଇଥିଲେ। ଓଡ଼ିଶାର