ନର୍ଲା: ଭାନ ପୁର ଗ୍ରାମର ଜଣେ ଯୁବକ ଙ୍କୁ ଅପହରଣ କରିଥିବା ଘଟଣା ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ସୂଚନା
ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ଭାନ ପୁର ଗ୍ରାମର ଜଣେ ପରା ଭୋଇ ନାମକ ଯୁବକ ଙ୍କୁ କୁସୁମ ପଡା ଗ୍ରାମର ପ୍ରାୟ ଦଶ ରୁ ଉର୍ଦ୍ଧ ଯୁବକ ମାନେ ଘରୁ ଅପହରଣ କରି ଥିବା ଘଟଣା ଥାନାରେ ଅଭିଯୋଗ ହୋଇଥଲା ପୋଲିସ ଏଗାର ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତ ଫେରାର ଥିବା ଆଜି ମଙ୍ଗଳବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ସୂଚନା ଅଭିଯୋଗ କରି ଦେଇଛନ୍ତି