ତିର୍ତ୍ତୋଲ: ARSS କମ୍ପାନୀର କାର୍ଯ୍ୟରତ ଶ୍ରମିକର ଅଣଖିଆ ନିକଟରେ କାନ୍ଥ ପଡି ମୃତ୍ୟୁ ଘଟଣା, ବିରିଡି ଥାନାରେ ଅଭିଯୋଗ
ARSS କମ୍ପାନୀର କାର୍ଯ୍ୟରତ ଶ୍ରମିକର ଅଣଖିଆ ନିକଟରେ କାନ୍ଥ ପଡି ମୃତ୍ୟୁ ଘଟଣା, ବିରିଡି ଥାନାରେ ଅଭିଯୋଗ l ସୂଚନା ମୁତାବକ ବିରିଡି ଥାନା ଅଧିନସ୍ଥ ଅଣଖିଆ ନିକଟରେ କାର୍ଯ୍ୟରତ ARSS କମ୍ପାନୀର ଶ୍ରମିକର କାନ୍ଥ ପଡି ମୃତ୍ୟୁ ଘଟଣାକୁ ନେଇ, ଉକ୍ତ ଶ୍ରମିକର ବଡ଼ ଭାଇ ଲିଟୁନା ଭୋଇ ଏକ ଲିଖିତ ଅଭିଯୋଗ ବିରିଡି ପୋଲିସ ଷ୍ଟେସନରେ କରିଛନ୍ତି l ବିରିଡି ପୋଲିସ ଏହି ଘଟଣାକୁ ଆଧାର କରି ଗୋଟେ କେସ ଦାୟର କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l