ସମ୍ବଲପୁର କୋର୍ଟକୁ ବୋମା ଧମକକୁ ଦୃଷ୍ଟିରେ ରଖି, RPF ଏବଂ GRP ସମ୍ବଲପୁର ରେଳ ଷ୍ଟେସନ ଏବଂ ଏହାର ଆଖପାଖରେ ବିସ୍ଫୋରକ ବିରୋଧୀ ଯାଞ୍ଚ କରିଥିଲେ l ଏହି ଯାଞ୍ଚ ପ୍ରକ୍ରିୟା ଆଜି ରାତି ତମାମ ଚାଲିବ l ଷ୍ଟେସନ କୁ ଆସୁଥିବା ସମସ୍ତ ଟ୍ରେନ ଗୁଡିକୁ ମଧ୍ୟ ଯାଞ୍ଚ କରାଯିବ l ଟ୍ରେନ ରୁ ଅଲ୍ହାଉଥିବା ସମସ୍ତ ଯାତ୍ରୀ ଙ୍କ ର ମଧ୍ୟ ଯାଞ୍ଚ କରାଯାଇଥିବା ନେଇ ଆରପିଏଫ ଥାନା ଅଧିକାରୀ ଆଜି ରାତି ପ୍ରାୟ 11 ଟା ରେ ସୂଚନା ଦେଇଛନ୍ତି l