Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା

ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭି ଯାନ କୁଇଜ ପ୍ରତିଯୋଗିତା,ଭଟଲି ସତିହାରି ବାଳିକାହାଇସ୍କୁଲ ରେ ଆଜି ଅପରାହ୍ନ ୩ ଟାରେ ଭଟଲି ବ୍ଲକ ସ୍ତରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।ଏଥିରେ ଭଟଲି ଏବିଇଓ ରିତାରାଣୀ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା,ସିଆରସିସି ସୁଦାମ ସାହୁ, ସୁଶାନ୍ତ ସୁନା, ଶୁକ୍ର ଗର୍ଡିଆ, ରୋହିତ ମହାନନ୍ଦ, ସୁଜିତ ନନ୍ଦ, ସଞ୍ଜୟ ସାହୁ,ଜୟରାଜ ନାୟକ, ଗୁପ୍ତଚନ୍ଦ୍ର ରଏ, ଆଦିତ୍ୟ ସାହୁ,ଲୋକନାଥ ମେହେର,ବୀରେନ୍ଦ୍ର ପାଣ୍ଡେ ପ୍ରମୁଖ ଥିଲେ।

MORE NEWS