ବଡଚଣା: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ରେ ବର୍ଷ ବର୍ଷ ଧରି ଘୁଷୁରୀ ଚରାଉଥିବା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି
ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ରେ ବର୍ଷ ବର୍ଷ ଧରି ଘୁଷୁରୀ ଚରାଉଥିବା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା ୟୁନିଟ, ପୋଲିସ,ଚାଇଲ୍ଡ ଲାଇନ ବରୀ ବ୍ଲକର ଅଲିପୁର ଗ୍ରାମରୁ ଶୋଇଥିବା ଅବସ୍ଥାରେ 7 ଜଣ ନାବାଳକଙ୍କୁ ଉଦ୍ଧାର କରି ବୁଧବାର 3ଟା ସମୟରେ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ପରେ ଉଦ୍ଧାର ମାନଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦେଶ ଅନୁଯାଇ ଏହି ନାବାଳକ ମାନଙ୍କୁ ବାଳାଶ୍ରମରେ ରଖା ଯାଇଛି।। ଏହି ନାବାଳକ ମାନଙ୍କ ଘର ଭଦ୍ରକସମେତ ଅନ୍ୟ ଜିଲ୍ଲାର ଜଣା ପଡ଼ିବା ପରେ ସେହି ସବୁ ଜ଼ିଲ୍ଲାର ଶିଶୁ ମଙ୍ଗଳ କମିଟି ସହ ଯୋଗ