ଜାନୁଆରୀ ୧୮ ତାରିଖ ସକାଳ ୧୧ଟାରୁ ଇସ୍ପାତ ସହର ରାଉରକେଲାର ଭଞ୍ଜଭବନ ପ୍ରେକ୍ଷାଳୟରେ କର୍କଟ ରୋଗର ନିରାକରଣ ନେଇ ଦେବଦର୍ଶିନୀ ଫାଉଣ୍ଡେସନ ଭୁବନେଶ୍ୱର ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ୍ ଅତିଥିଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥିଭାବେ ଭୁବନେଶ୍ୱର ଉତ୍କଳ ହସ୍ପିଟାଲର ରେଡ଼ିଏସନ ଅନକୋଲୋଜି ବିଭାଗର ନିର୍ଦେଶକ ଡ଼. ସଞ୍ଜୟ କୁମାର ମିଶ୍ର ଏବଂ ଦେବଦର୍ଶିନୀ ଫାଉଣ୍ଡେସନର ମୁଖ୍ୟ ତଥା ପ୍ରତିଷ୍ଠାତୀ ଡ଼. ମନୋରମା ନାୟକ ପ୍ରମୁଖ ଯୋଗଦେଇଥିଲେ, କର୍କଟ ରୋଗ ସଚେତନତା କାର୍ଯ୍ୟ pra