ଢେଙ୍କାନାଳ ସଦର: କଣ୍ଟାନାଳୀ ନିକଟ ନନ୍ଦିନୀ ଦେବୀ ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ର ନିର୍ଯ୍ୟାତନାର ତଦନ୍ତ କରେ ୧୫ ଜଣିଆ ଟିମ
ଢେଙ୍କାନାଳ ସହର ପାଖ କଣ୍ଟାନାଳୀ ନିକଟ ନନ୍ଦିନୀ ଦେବୀ ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ର ନିର୍ଯ୍ୟାତନା ସହିତ ବିଦ୍ୟାଳୟଟିରେ ଦିନକୁ ଦିନ ବହୁ ସମସ୍ୟା ଦେଇ ଗତି କରୁଛି । ଏହାର ଅଭିଯୋଗ ରାଜ୍ୟରେ ଜଣା ଯାଇଥିଲା । ସୋମବାର ରାଜ୍ୟରୁ ୧୫ ଜଣିଆ ଟିମ ବିଦ୍ୟାଳୟରେ ପହଞ୍ଚି ଦିନ ୨ଟାରେ ତଦନ୍ତ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଯାହା ପ୍ରକାଶ କରିଛନ୍ତି ।