ସୁନ୍ଦରଗଡ ସହର: ସୁନ୍ଦରଗଡ ଏକ୍ସସାଇଜ ଷ୍ଟେସନର ଲୁହୁରା ଢିପା, କିରେଇ ଓ ଖଜୁରୀ ଝରଣରେ ଚଢାଉ ଜଣେ ମହିଳା ଅଭିଯୁକ୍ତ ସମେତ ତିନି ଗିରଫ
Sundargarh Town, Sundargarh | Sep 3, 2025
ଆଜି ସେପ୍ଟେମ୍ୱର 3 ତାରିଖ ବୁଧବାର ପୂର୍ବାହ୍ନ 9 ଟା ଠାରୁ ଆରମ୍ଭ ଏହି ଚଢାଉ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା। ଅବକାରୀ ବିଭାଗ ପ୍ରଥମେ...