କୋରାପୁଟ ସହର: ଲଗାଣ ବର୍ଷାରେ ଲମତାପୁଟରେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ,ଘର ଭିତରୁ ତିନି ପିଲାଙ୍କୁ ଉଦ୍ଧାର କଲା ଅଗ୍ନିଶମ
Koraput Town, Koraput | Aug 26, 2025
୨୪ ଘଣ୍ଟା ଲଗାଣ ବର୍ଷାରେ ଲମତାପୁଟ ସହର ବେହାଲ । ପାହାଡିଆ ପାଣି ଆସି ଲମତାପୁଟ ସହରର ଦୋକାନ ଏବଂ ଘର ଭିତରେ ୩ରୁ ୪ଫୁଟ ବର୍ଷା ପାଣି ପସି...