କୋରାପୁଟ ସହର: କୋରାପୁଟ ଷ୍ଟାଡିୟମ୍ ପଡିଆ ରେ ରାଜ୍ୟ ସ୍ତରୀୟ ଓକିଲ ମାନକୁ ନେଇ କ୍ରିକେଟ୍ ମ୍ୟାଚ୍ ର ଉଦ୍ଘାଟନ।
କୋରାପୁଟ ସହର...ଆଜି ସକାଳ ନଅ ଟା ତିରିଶି ମିନିଟ ସମୟରେ କୋରାପୁଟ ଷ୍ଟାଡିୟମ୍ ପଡ଼ିଆରେ ରାଜ୍ୟସ୍ତରୀୟ ଓକିଲ ମାନଙ୍କ କ୍ରିକେଟ୍ ମ୍ୟାଚ୍ ଉଧଘାଟନ୍ ହୋଇଆଯାଇଚି। ଉଦ୍ଘାଟନୀ ଉତ୍ସବରେ କୋରାପୁଟ ଜିଲ୍ଲା ଜରଜ ପ୍ରଦୀପ୍ତ କୁମାର ମହନ୍ତ...adj ଦୀପକ ରଂଜନ ସାହୁ sdjm ସୁଶ୍ରୀ ସଂଗୀତା ଦାସ.. ସ୍ପେସିଆଲ ଯୁଡ଼ିଶିଆଳ ମାଜିଷ୍ଟ୍ରେଟ ଗୟାଧର ପାଣିଗ୍ରାହୀ ଙ୍କ ସମେତ ଆୟୋଜନ ଟିମ କୋରାପୁଟ ଓକିଲ ସଙ୍ଗର ସଦସ୍ୟ ଉପସ୍ଥିତ ଥିଲେ।