ଭଦ୍ରକ ଗ୍ରାମାଞ୍ଚଳ: ଗତକାଲି ବିଳମ୍ବିତ ରାତିରେ ଚରମ୍ପା ବରଳାପୋଖରୀ ରେ ଘର ଭିତରେ ପଶି ଖଣ୍ଡାରେ ଆକ୍ରମଣ, ମାମୁଁ ଭଣଜା ଗୁରୁତ୍ତର
Bhadrak Rural, Bhadrak | Sep 9, 2025
ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ଖଣ୍ଡା ଛୁରୀରେ ଆକ୍ରମଣ। ଆକ୍ରମଣରେ ମାମୁଁ ଭଣଜା ଗୁରୁତ୍ତର,ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ...